ଶ୍ରୀଜଗନ୍ନାଥ ଓ ବାଇଶି ପାହାଚ
Material type:
TextPublication details: Bhubaneswar : Mahavir Prakashan, 2012.Description: 148 pages ; 20.5 cmISBN: - 8188263176
- 2-5 NAY-S
| Item type | Current library | Call number | Status | Barcode | |
|---|---|---|---|---|---|
|
|
NISER LIBRARY 1st Floor - Odia Collection | 2-5 NAY-S (Browse shelf(Opens below)) | Available | G1689 |
Browsing NISER LIBRARY shelves, Shelving location: 1st Floor - Odia Collection Close shelf browser (Hides shelf browser)
| No cover image available | No cover image available | No cover image available | ||||||
| 233-265.34 MIS-K କଥା ଭାଗବତ-୨ : ଶ୍ରୀମଦ୍ ଭଗବତ ରହସ୍ୟ / Katha Bhagabata-2 : shrimad bhagabat rahasya | 233-265.34 MIS-K କଥା ଭାଗବତ-୧ : ଶ୍ରୀମଦ୍ ଭଗବତ ରହସ୍ୟ / Katha Bhagabata-1 : shrimad bhagabat rahasya | 233-265.34 MIS-K କଥା ଭାଗବତ-୫ : ଶ୍ରୀମଦ୍ ଭାଗବତ ରହସ୍ୟ / Katha Bhagabata-5 : shrimad bhagabat rahasya | 2-5 NAY-S ଶ୍ରୀଜଗନ୍ନାଥ ଓ ବାଇଶି ପାହାଚ | 305-055.2 MIS-D ଧୂସର ଶୈଶବ | 305-055.2 SHI-E ଏ ଜହ୍ନ ସାକ୍ଷୀ | 316.64 SEN-C ଛ ମାଣ ଆଠଗୁଣ୍ଠ |
ଶ୍ରୀଜଗନ୍ନାଥ ଓ ବାଇଶି ପାହାଚ’ ନୀଳକନ୍ଦର ବାସୀ କାଳିଆ ସାଆନ୍ତଙ୍କ ଲୀଳାଖେଳାକୁ ନେଇ ଲେଖାଯାଇଥିବା ବାଇଶିଟି ସତ୍ୟ ଘଟଣା । ସେଇ ପରଂବ୍ରହ୍ମ ପରମପିତାଙ୍କ ଅଲୌକିକ ଲୀଳା ଖେଳା ଯେ ସବୁ ସମୟରେ ଚାଲିଛି ତାହାକୁ ଜାଣିହୁଏ କେବଳ ଅନୁଭବରେ । ସେଇ ଅନୁଭବ ଓ ଅନୁଭୂତିକୁ ଏକତ୍ରିତ କରି ଏକ ଗ୍ରନ୍ଥର ରୂପ ଦେବାପାଇଁ ଯେଉଁ ପ୍ରୟାସ ତାହା ପ୍ରଶଂସନୀୟ । ଏହା ଭକ୍ତ ତଥା ପାଠକଙ୍କ ହୃଦୟକୁ ଆଲୋଚିତ ଓ ଆନ୍ଦୋଳିତ କରିବ ଏଥିରେ ଲେଶମାତ୍ର ସନ୍ଦେହ ନାହିଁ । ଏହି ଗ୍ରନ୍ଥ ପାଠ କଲେ ପାଠକର ହୃଦୟରେ କାଳିଆ ସାଆନ୍ତଙ୍କ ପ୍ରତି ଶ୍ରଦ୍ଧା ଏବଂ ଭର୍ତ୍ତି ଜାଗ୍ରତ ହେବ ଏବଂ ପାଠକଗଣଙ୍କ ଆଚରଣରେ ମଧ୍ୟ ପରିବର୍ତନ ଆସିବ ଏହା ଆମେ ଆଶା କରୁଛୁ । ସମସ୍ତଙ୍କ ଭିତରେ ବିନୟ, ନମ୍ରତା, ଦୟା, କ୍ଷମା ଇତ୍ୟାଦି ଗୁଣ ଏବଂ କାଳିଆ ସାଆନ୍ତଙ୍କ ନିକଟରେ ସମର୍ପଣ ଭାବ ଉଦ୍ଜୀବିତ ହେବ ଏଥୁରେ ଦ୍ବିମତ ହେବାର ନାହିଁ । କ୍ରିୟାବାନ୍ ତଥା ମୋର ଶିଷ୍ୟ ଶ୍ରୀଯୁକ୍ତ ଅଭୟ କୁମାର ନାୟକଙ୍କର ଏହି ପ୍ରୟାସ ପାଠକଙ୍କ ହୃଦୟରେ କାଳିଆ ସାଆନ୍ତଙ୍କ ପ୍ରତି ଭଳି ଉଦ୍ରେକ କରାଇବ ଏବଂ ଭଗବତ୍ ପ୍ରେମର ଭାବନାକୁ ସ୍କୁରଣ କରାଇବ – ଏହି ଆଶୀର୍ବାଦ କରୁଛି । କାଳିଆ ସାଆନ୍ତଙ୍କ ଲୀଳା ଏବଂ ମହିମା ବର୍ଣନା କରିବା ପାଇଁ ତାଙ୍କ ଭିତରେ ଥିବା ପ୍ରେରଣା ବଳବତ୍ତର ରହୁ ଏବଂ ଏହି ପୁଣ୍ୟ କାର୍ଯ୍ୟ ପାଇଁ ତାଙ୍କ କଲମର ଗତି ଦୃତତ୍ତର ହେଉ କାଳିଆ ସାଆନ୍ତଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ।
ଜୟଜଗନ୍ନାଥ ।
There are no comments on this title.