opac header image

ଶ୍ରୀଜଗନ୍ନାଥ ଓ ବାଇଶି ପାହାଚ (Record no. 36831)

MARC details
000 -LEADER
fixed length control field 03501nam a22002417a 4500
003 - CONTROL NUMBER IDENTIFIER
control field NISER
005 - DATE AND TIME OF LATEST TRANSACTION
control field 20260224124036.0
008 - FIXED-LENGTH DATA ELEMENTS--GENERAL INFORMATION
fixed length control field 260224b |||||||| |||| 00| 0 hin d
020 ## - INTERNATIONAL STANDARD BOOK NUMBER
International Standard Book Number 8188263176
Qualifying information Paperback
040 ## - CATALOGING SOURCE
Original cataloging agency NISER LIBRARY
Language of cataloging eng
Transcribing agency NISER LIBRARY
082 04 - DEWEY DECIMAL CLASSIFICATION NUMBER
Classification number 2-5
Item number NAY-S
100 1# - MAIN ENTRY--PERSONAL NAME
Personal name ନାୟକ, ଅଭୟ କୁମାର
245 10 - TITLE STATEMENT
Title ଶ୍ରୀଜଗନ୍ନାଥ ଓ ବାଇଶି ପାହାଚ
260 ## - PUBLICATION, DISTRIBUTION, ETC. (IMPRINT)
Place of publication, distribution, etc. Bhubaneswar :
Name of publisher, distributor, etc. Mahavir Prakashan,
Date of publication, distribution, etc. 2012.
300 ## - PHYSICAL DESCRIPTION
Extent 148 pages ;
Dimensions 20.5 cm.
520 ## - SUMMARY, ETC.
Summary, etc. ଶ୍ରୀଜଗନ୍ନାଥ ଓ ବାଇଶି ପାହାଚ’ ନୀଳକନ୍ଦର ବାସୀ କାଳିଆ ସାଆନ୍ତଙ୍କ ଲୀଳାଖେଳାକୁ ନେଇ ଲେଖାଯାଇଥିବା ବାଇଶିଟି ସତ୍ୟ ଘଟଣା । ସେଇ ପରଂବ୍ରହ୍ମ ପରମପିତାଙ୍କ ଅଲୌକିକ ଲୀଳା ଖେଳା ଯେ ସବୁ ସମୟରେ ଚାଲିଛି ତାହାକୁ ଜାଣିହୁଏ କେବଳ ଅନୁଭବରେ । ସେଇ ଅନୁଭବ ଓ ଅନୁଭୂତିକୁ ଏକତ୍ରିତ କରି ଏକ ଗ୍ରନ୍ଥର ରୂପ ଦେବାପାଇଁ ଯେଉଁ ପ୍ରୟାସ ତାହା ପ୍ରଶଂସନୀୟ । ଏହା ଭକ୍ତ ତଥା ପାଠକଙ୍କ ହୃଦୟକୁ ଆଲୋଚିତ ଓ ଆନ୍ଦୋଳିତ କରିବ ଏଥିରେ ଲେଶମାତ୍ର ସନ୍ଦେହ ନାହିଁ । ଏହି ଗ୍ରନ୍ଥ ପାଠ କଲେ ପାଠକର ହୃଦୟରେ କାଳିଆ ସାଆନ୍ତଙ୍କ ପ୍ରତି ଶ୍ରଦ୍ଧା ଏବଂ ଭର୍ତ୍ତି ଜାଗ୍ରତ ହେବ ଏବଂ ପାଠକଗଣଙ୍କ ଆଚରଣରେ ମଧ୍ୟ ପରିବର୍ତନ ଆସିବ ଏହା ଆମେ ଆଶା କରୁଛୁ । ସମସ୍ତଙ୍କ ଭିତରେ ବିନୟ, ନମ୍ରତା, ଦୟା, କ୍ଷମା ଇତ୍ୟାଦି ଗୁଣ ଏବଂ କାଳିଆ ସାଆନ୍ତଙ୍କ ନିକଟରେ ସମର୍ପଣ ଭାବ ଉଦ୍‌ଜୀବିତ ହେବ ଏଥୁରେ ଦ୍ବିମତ ହେବାର ନାହିଁ । କ୍ରିୟାବାନ୍ ତଥା ମୋର ଶିଷ୍ୟ ଶ୍ରୀଯୁକ୍ତ ଅଭୟ କୁମାର ନାୟକଙ୍କର ଏହି ପ୍ରୟାସ ପାଠକଙ୍କ ହୃଦୟରେ କାଳିଆ ସାଆନ୍ତଙ୍କ ପ୍ରତି ଭଳି ଉଦ୍ରେକ କରାଇବ ଏବଂ ଭଗବତ୍ ପ୍ରେମର ଭାବନାକୁ ସ୍କୁରଣ କରାଇବ – ଏହି ଆଶୀର୍ବାଦ କରୁଛି । କାଳିଆ ସାଆନ୍ତଙ୍କ ଲୀଳା ଏବଂ ମହିମା ବର୍ଣନା କରିବା ପାଇଁ ତାଙ୍କ ଭିତରେ ଥିବା ପ୍ରେରଣା ବଳବତ୍ତର ରହୁ ଏବଂ ଏହି ପୁଣ୍ୟ କାର୍ଯ୍ୟ ପାଇଁ ତାଙ୍କ କଲମର ଗତି ଦୃତତ୍ତର ହେଉ କାଳିଆ ସାଆନ୍ତଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ।<br/><br/>ଜୟଜଗନ୍ନାଥ ।
650 #0 - SUBJECT ADDED ENTRY--TOPICAL TERM
Topical term or geographic name as entry element Religious texture
650 ## - SUBJECT ADDED ENTRY--TOPICAL TERM
Topical term or geographic name as entry element Baisi Pahacha
Geographic subdivision Shree Jagannatha temple Puri
651 ## - SUBJECT ADDED ENTRY--GEOGRAPHIC NAME
Geographic name Odisha
Geographic subdivision Puri
942 ## - ADDED ENTRY ELEMENTS (KOHA)
Source of classification or shelving scheme Universal Decimal Classification
Koha item type Gift books
Holdings
Withdrawn status Lost status Source of classification or shelving scheme Damaged status Not for loan Home library Current library Shelving location Date acquired Total Checkouts Full call number Barcode Date last seen Price effective from Koha item type
    Universal Decimal Classification     NISER LIBRARY NISER LIBRARY 1st Floor - Odia Collection 24/02/2026   2-5 NAY-S G1689 24/02/2026 24/02/2026 Gift books