ହାଲୁକା ମଣିଷ
Publication details: Bhubaneswar : Black Eagle Books, 2021.Description: 309 pagesISBN:- 9781645602279
- 82:1 KUN-H
| Item type | Current library | Call number | Status | Barcode | |
|---|---|---|---|---|---|
Odia Collection
|
NISER LIBRARY 1st Floor - Odia Collection | 82:1 KUN-H (Browse shelf(Opens below)) | Available | 26088 |
Browsing NISER LIBRARY shelves, Shelving location: 1st Floor - Odia Collection Close shelf browser (Hides shelf browser)
| No cover image available | No cover image available | No cover image available | ||||||
| 82(081) MIS-C ଚିତ୍ତରଞ୍ଜନ ଦାସଙ୍କ ଶ୍ରେଷ୍ଠ ପ୍ରବନ୍ଧ | 82-1 BAL-B ଭାରତବର୍ଷ : ଏ ମନ୍ତ୍ର କାବ୍ୟ / Bharatavarsha : a mantra kavya | 82-1 BAL-T ତୃଷ୍ଣା ତର୍ପଣ / Trusna tarpana | 82:1 KUN-H ହାଲୁକା ମଣିଷ | 82-1 MAH-A ଅଷ୍ଟପଦୀ / Astapadi | 82-1 MOH-N ନିର୍ବାଚିତ ୧୫୧ କବିତା / Nirbachita 151 kabita | 82-1 MOH-P ପୁଷ୍ପଧନୁ / Puspadhanu |
ଜୀବନଟା କାହା ପାଇଁ କେମିତି । ଜଣକ ପାଇଁ ଜୀବନ ପକ୍ଷୀର ପର ପରି ହାଲୁକା ତ ଆଉ କାହା ପାଇଁ ଗୋଟେ ଓଜନିଆ ପଥର ପରି ବୋଝ । କୁନ୍ଦେରାଙ୍କ ଦୃଷ୍ଟିରେ ଆମର ବୋଝ ଯେତିକି ଅଧିକ ହୁଏ, ମାଟି ସହିତ ଜୀବନ ସେତିକି ନିବିଡ଼ ହୁଏ । ଅପରପକ୍ଷେ ବୋଝ ନଥିଲେ ମଣିଷର ଜୀବନ ପବନ ପରି ହାଲୁକା ହେଇଯାଏ । ଉପରକୁ ଉଠିଉଠିକା ଯାଏ ଆଉ ମଣିଷର ଜୀବନ କ୍ରମଶଃ ଅର୍ଦ୍ଧସତ୍ୟ ଓ ନଗଣ୍ୟ ହେଇଯାଏ । ତେବେ ଆମେ କୋଉଟାକୁ ବାଛିବା କଥା- ହାଲୁକା ନା ଓଜନ? ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ 'The Unbearable Lightness of Being' ରେ ଏପରି ଏକ ଜୀବନ ଦର୍ଶନକୁ ଏକ ଭିନ୍ନ ଶୈଳୀରେ ଅବତାରଣା କରାଯାଇଛି । "ହାଲୁକା ମଣିଷ'- ଏହି ବହିଟିର ଓଡ଼ିଆ ଅନୁବାଦ ଆମର ଓଡ଼ିଆ ପାଠକଙ୍କ ଉଦ୍ଦେଶ୍ୟରେ ଏକ ବୌଦ୍ଧିକ ପ୍ରୟାସ ମାତ୍ର ।
There are no comments on this title.