opac header image

ହାଲୁକା ମଣିଷ

କୁନ୍ଦେରା, ମିଲନ

ହାଲୁକା ମଣିଷ - Bhubaneswar : Black Eagle Books, 2021. - 309 pages

ଜୀବନଟା କାହା ପାଇଁ କେମିତି । ଜଣକ ପାଇଁ ଜୀବନ ପକ୍ଷୀର ପର ପରି ହାଲୁକା ତ ଆଉ କାହା ପାଇଁ ଗୋଟେ ଓଜନିଆ ପଥର ପରି ବୋଝ । କୁନ୍ଦେରାଙ୍କ ଦୃଷ୍ଟିରେ ଆମର ବୋଝ ଯେତିକି ଅଧିକ ହୁଏ, ମାଟି ସହିତ ଜୀବନ ସେତିକି ନିବିଡ଼ ହୁଏ । ଅପରପକ୍ଷେ ବୋଝ ନଥିଲେ ମଣିଷର ଜୀବନ ପବନ ପରି ହାଲୁକା ହେଇଯାଏ । ଉପରକୁ ଉଠିଉଠିକା ଯାଏ ଆଉ ମଣିଷର ଜୀବନ କ୍ରମଶଃ ଅର୍ଦ୍ଧସତ୍ୟ ଓ ନଗଣ୍ୟ ହେଇଯାଏ । ତେବେ ଆମେ କୋଉଟାକୁ ବାଛିବା କଥା- ହାଲୁକା ନା ଓଜନ? ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ 'The Unbearable Lightness of Being' ରେ ଏପରି ଏକ ଜୀବନ ଦର୍ଶନକୁ ଏକ ଭିନ୍ନ ଶୈଳୀରେ ଅବତାରଣା କରାଯାଇଛି । "ହାଲୁକା ମଣିଷ'- ଏହି ବହିଟିର ଓଡ଼ିଆ ଅନୁବାଦ ଆମର ଓଡ଼ିଆ ପାଠକଙ୍କ ଉଦ୍ଦେଶ୍ୟରେ ଏକ ବୌଦ୍ଧିକ ପ୍ରୟାସ ମାତ୍ର ।

9781645602279


Existentialism in literature
Philosophy in literature
Human behavior--Philosophy

82:1 / KUN-H