opac header image

ଏ ଜହ୍ନ ସାକ୍ଷୀ (Record no. 36429)

MARC details
000 -LEADER
fixed length control field 04809 a2200277 4500
003 - CONTROL NUMBER IDENTIFIER
control field NISER
005 - DATE AND TIME OF LATEST TRANSACTION
control field 20251209162311.0
008 - FIXED-LENGTH DATA ELEMENTS--GENERAL INFORMATION
fixed length control field 251121b |||||||| |||| 00| 0 hin d
020 ## - INTERNATIONAL STANDARD BOOK NUMBER
International Standard Book Number 9781645603818
Qualifying information Paperback
040 ## - CATALOGING SOURCE
Original cataloging agency NISER LIBRARY
Language of cataloging eng
Transcribing agency NISER LIBRARY
082 ## - DEWEY DECIMAL CLASSIFICATION NUMBER
Classification number 305-055.2
Item number SHI-E
100 ## - MAIN ENTRY--PERSONAL NAME
Personal name ଶିରୀଷ୍, ଉର୍ମିଳା
245 ## - TITLE STATEMENT
Title ଏ ଜହ୍ନ ସାକ୍ଷୀ
260 ## - PUBLICATION, DISTRIBUTION, ETC. (IMPRINT)
Place of publication, distribution, etc. Bhubaneswar :
Name of publisher, distributor, etc. Black Eagle Books,
Date of publication, distribution, etc. 2023.
300 ## - PHYSICAL DESCRIPTION
Extent 143 pages
520 ## - SUMMARY, ETC.
Summary, etc. ଚିରାଚରିତ ପ୍ରେମକାହାଣୀ, ନାରୀ ସଂଘର୍ଷ ଓ ନାରୀର ଅବଳା ଦୁର୍ବଳା ଚିତ୍ରଠୁ କିଛି ଭିନ୍ନ କଥାର ଉଦାହରଣ ଦିଏ ଉପନ୍ୟାସ 'ଚାନ୍ଦ୍ ଗବାହ୍]' ବା 'ଏ ଜହ୍ନ ସାକ୍ଷୀ' । କେବଳ ପ୍ରେମ ସଂଘର୍ଷ ଦୃଷ୍ଟିରୁ ନୁହଁ ବରଂ ଅନେକ ଦିଗରୁ ଏ ଉପନ୍ୟାସଟି ସ୍ୱତନ୍ତ୍ର ମନେହୁଏ । କାହାଣୀଟିର କେନ୍ଦ୍ରରେ ଯଦିଓ ନାରୀ, ପ୍ରେମ ଓ ପରିବାର ରହିଛି କିନ୍ତୁ ଏହାର ଚାରିପାଖରେ ଅନେକଗୁଡ଼ିଏ ସମ୍ବେଦନଶୀଳ ଅନୁଭବକୁ ଔପନ୍ୟାସିକା ସୁନ୍ଦର ଭାବରେ ଗଢ଼ି ତୋଳିଛନ୍ତି । ବାଲ୍ୟାବସ୍ଥାରୁ ନେଇ ଯୌବନ, ଏପରିକି ବୟସର ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ପହଞ୍ଚିବା ପରେ ମଧ୍ୟ ନାରୀକୁ ନିଜ ଇଚ୍ଛାରେ ବଞ୍ଚିବାର କି ସ୍ୱପ୍ନ ଦେଖିବାର ଅଧିକାର ନଥାଏ । ପ୍ରେମ ତ ସତେ ଯେପରି ତା'ପାଇଁ ଏକ ଗର୍ହିତ ଶବ୍ଦ । କିନ୍ତୁ ଉପନ୍ୟାସଟିରେ ଲେଖିକା କେବଳ ନାରୀର ପ୍ରେମପ୍ରଣୟ, ମାନସିକ ଯାତନା ଅବା ସଂଘର୍ଷର କାହାଣୀକୁ ବର୍ଣ୍ଣନା କରି ନାହାଁନ୍ତି, ବରଂ ସେ ନାରୀକୁ ସ୍ୱାଭିମାନର ସହ ବଞ୍ଚିବାର କଳା ଶିଖାଇଛନ୍ତି । ନାରୀ ନିଜର ରୁଚି, ପସନ୍ଦ ନା ପସନ୍ଦ ଓ ସ୍ୱପ୍ନକୁ ବଳିଦେଇ କେବଳ ପରିବାର ଓ ସମାଜର ଇଙ୍ଗିତରେ କାହିଁକି ପରିଚାଳିତ ହେବ? ତାହା ପୁଣି ସେଇ ପରିବାର ଓ ସମାଜ ପାଇଁ ଯିଏ ନାରୀଠାରୁ କେବଳ ତ୍ୟାଗ ଓ ସହନଶୀଳତା ଆଶା ରଖେ ଏବଂ ପ୍ରତିଦାନରେ କେବଳ ତିରସ୍କାର ଓ ସମାଲୋଚନା ହିଁ କରିଥାଏ । ଉପନ୍ୟାସଟିରେ ନାରୀର ଏକ ଭିନ୍ନ ଦିଗକୁ ପାଠକଙ୍କ ସାମ୍ନାରେ ଉପସ୍ଥାପିତ କରାଯାଇଛି । ଗୋଟେ ପଟେ ନିଜ ଇଚ୍ଛାରେ ନିିଜ ରୁଚିରେ ବଞ୍ଚିବାର ଏକ ନିର୍ଭିକ ନିଷ୍ପତ୍ତି ନେଉଥିବା 'ଦିଶା' ଏବଂ ଅନ୍ୟପଟେ ତାର ସମସ୍ତ କାର୍ଯ୍ୟକୁ ବିରୋଧ କରି ସବୁବେଳେ ସମାଲୋଚନା ନିନ୍ଦା କରିଆସୁଥିବା ତା' ପରିବାର ଆତ୍ମୀୟସ୍ୱଜନ । ମାଆର ସ୍ୱାଧୀନ ଭାବେ କିଛି କରିବାର ପ୍ରୟାସକୁ ଦୁଇଝିଅ ମଧ୍ୟ ସହଜରେ ଗ୍ରହଣ କରିପାରିନାହାନ୍ତି ଏବଂ ଏଥିପାଇଁ ସେମାନେ ମାଆଙ୍କୁ ଅନେକ କଟୁକଥା କହିବାକୁ ମଧ୍ୟ ପଛେଇନାହାନ୍ତି । ଏଥିରେ ଦୁଇ ପିଢ଼ିଙ୍କ ମଧ୍ୟରେ ଥିବା ଭାବନାଗତ ଅସାମଞ୍ଜସ୍ୟତା ଖୁବ୍ ନିଖୁଣ ଭାବରେ ବର୍ଣ୍ଣନା କରିବାରେ ଲେଖିକା ସଫଳ ହୋଇଛନ୍ତି ।
650 ## - SUBJECT ADDED ENTRY--TOPICAL TERM
Topical term or geographic name as entry element Women
Geographic subdivision India
General subdivision Social conditions
Form subdivision Fiction
650 ## - SUBJECT ADDED ENTRY--TOPICAL TERM
Topical term or geographic name as entry element Patriarchy
Geographic subdivision India
Form subdivision Fiction
650 ## - SUBJECT ADDED ENTRY--TOPICAL TERM
Topical term or geographic name as entry element Domestic relations
Form subdivision Fiction
700 ## - ADDED ENTRY--PERSONAL NAME
Personal name ମଲ୍ଲିକ, ନୀହାରିକା
Linkage 880-03
856 ## - ELECTRONIC LOCATION AND ACCESS
Materials specified Reviews
Uniform Resource Identifier <a href="https://www.goodreads.com/book/show/131063520-e-janha-sakshi?ref=nav_sb_ss_1_13#CommunityReviews">https://www.goodreads.com/book/show/131063520-e-janha-sakshi?ref=nav_sb_ss_1_13#CommunityReviews</a>
942 ## - ADDED ENTRY ELEMENTS (KOHA)
Koha item type Odia Collection
Source of classification or shelving scheme Universal Decimal Classification
Holdings
Withdrawn status Lost status Source of classification or shelving scheme Damaged status Not for loan Home library Current library Shelving location Date acquired Source of acquisition Cost, normal purchase price Total Checkouts Full call number Barcode Date last seen Cost, replacement price Price effective from Koha item type
    Universal Decimal Classification     NISER LIBRARY NISER LIBRARY 1st Floor - Odia Collection 17/11/2025 21 170.00   305-055.2 SHI-E 26103 24/11/2025 200.00 17/11/2025 Odia Collection