opac header image
Image from Google Jackets

ଶ୍ରୀଜଗନ୍ନାଥ ଓ ବାଇଶି ପାହାଚ

By: Material type: TextTextPublication details: Bhubaneswar : Mahavir Prakashan, 2012.Description: 148 pages ; 20.5 cmISBN:
  • 8188263176
Subject(s): DDC classification:
  • 2-5 NAY-S
Summary: ଶ୍ରୀଜଗନ୍ନାଥ ଓ ବାଇଶି ପାହାଚ’ ନୀଳକନ୍ଦର ବାସୀ କାଳିଆ ସାଆନ୍ତଙ୍କ ଲୀଳାଖେଳାକୁ ନେଇ ଲେଖାଯାଇଥିବା ବାଇଶିଟି ସତ୍ୟ ଘଟଣା । ସେଇ ପରଂବ୍ରହ୍ମ ପରମପିତାଙ୍କ ଅଲୌକିକ ଲୀଳା ଖେଳା ଯେ ସବୁ ସମୟରେ ଚାଲିଛି ତାହାକୁ ଜାଣିହୁଏ କେବଳ ଅନୁଭବରେ । ସେଇ ଅନୁଭବ ଓ ଅନୁଭୂତିକୁ ଏକତ୍ରିତ କରି ଏକ ଗ୍ରନ୍ଥର ରୂପ ଦେବାପାଇଁ ଯେଉଁ ପ୍ରୟାସ ତାହା ପ୍ରଶଂସନୀୟ । ଏହା ଭକ୍ତ ତଥା ପାଠକଙ୍କ ହୃଦୟକୁ ଆଲୋଚିତ ଓ ଆନ୍ଦୋଳିତ କରିବ ଏଥିରେ ଲେଶମାତ୍ର ସନ୍ଦେହ ନାହିଁ । ଏହି ଗ୍ରନ୍ଥ ପାଠ କଲେ ପାଠକର ହୃଦୟରେ କାଳିଆ ସାଆନ୍ତଙ୍କ ପ୍ରତି ଶ୍ରଦ୍ଧା ଏବଂ ଭର୍ତ୍ତି ଜାଗ୍ରତ ହେବ ଏବଂ ପାଠକଗଣଙ୍କ ଆଚରଣରେ ମଧ୍ୟ ପରିବର୍ତନ ଆସିବ ଏହା ଆମେ ଆଶା କରୁଛୁ । ସମସ୍ତଙ୍କ ଭିତରେ ବିନୟ, ନମ୍ରତା, ଦୟା, କ୍ଷମା ଇତ୍ୟାଦି ଗୁଣ ଏବଂ କାଳିଆ ସାଆନ୍ତଙ୍କ ନିକଟରେ ସମର୍ପଣ ଭାବ ଉଦ୍‌ଜୀବିତ ହେବ ଏଥୁରେ ଦ୍ବିମତ ହେବାର ନାହିଁ । କ୍ରିୟାବାନ୍ ତଥା ମୋର ଶିଷ୍ୟ ଶ୍ରୀଯୁକ୍ତ ଅଭୟ କୁମାର ନାୟକଙ୍କର ଏହି ପ୍ରୟାସ ପାଠକଙ୍କ ହୃଦୟରେ କାଳିଆ ସାଆନ୍ତଙ୍କ ପ୍ରତି ଭଳି ଉଦ୍ରେକ କରାଇବ ଏବଂ ଭଗବତ୍ ପ୍ରେମର ଭାବନାକୁ ସ୍କୁରଣ କରାଇବ – ଏହି ଆଶୀର୍ବାଦ କରୁଛି । କାଳିଆ ସାଆନ୍ତଙ୍କ ଲୀଳା ଏବଂ ମହିମା ବର୍ଣନା କରିବା ପାଇଁ ତାଙ୍କ ଭିତରେ ଥିବା ପ୍ରେରଣା ବଳବତ୍ତର ରହୁ ଏବଂ ଏହି ପୁଣ୍ୟ କାର୍ଯ୍ୟ ପାଇଁ ତାଙ୍କ କଲମର ଗତି ଦୃତତ୍ତର ହେଉ କାଳିଆ ସାଆନ୍ତଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି । ଜୟଜଗନ୍ନାଥ ।
Star ratings
    Average rating: 0.0 (0 votes)
Holdings
Item type Current library Call number Status Barcode
Gift books Gift books NISER LIBRARY 1st Floor - Odia Collection 2-5 NAY-S (Browse shelf(Opens below)) Available G1689

ଶ୍ରୀଜଗନ୍ନାଥ ଓ ବାଇଶି ପାହାଚ’ ନୀଳକନ୍ଦର ବାସୀ କାଳିଆ ସାଆନ୍ତଙ୍କ ଲୀଳାଖେଳାକୁ ନେଇ ଲେଖାଯାଇଥିବା ବାଇଶିଟି ସତ୍ୟ ଘଟଣା । ସେଇ ପରଂବ୍ରହ୍ମ ପରମପିତାଙ୍କ ଅଲୌକିକ ଲୀଳା ଖେଳା ଯେ ସବୁ ସମୟରେ ଚାଲିଛି ତାହାକୁ ଜାଣିହୁଏ କେବଳ ଅନୁଭବରେ । ସେଇ ଅନୁଭବ ଓ ଅନୁଭୂତିକୁ ଏକତ୍ରିତ କରି ଏକ ଗ୍ରନ୍ଥର ରୂପ ଦେବାପାଇଁ ଯେଉଁ ପ୍ରୟାସ ତାହା ପ୍ରଶଂସନୀୟ । ଏହା ଭକ୍ତ ତଥା ପାଠକଙ୍କ ହୃଦୟକୁ ଆଲୋଚିତ ଓ ଆନ୍ଦୋଳିତ କରିବ ଏଥିରେ ଲେଶମାତ୍ର ସନ୍ଦେହ ନାହିଁ । ଏହି ଗ୍ରନ୍ଥ ପାଠ କଲେ ପାଠକର ହୃଦୟରେ କାଳିଆ ସାଆନ୍ତଙ୍କ ପ୍ରତି ଶ୍ରଦ୍ଧା ଏବଂ ଭର୍ତ୍ତି ଜାଗ୍ରତ ହେବ ଏବଂ ପାଠକଗଣଙ୍କ ଆଚରଣରେ ମଧ୍ୟ ପରିବର୍ତନ ଆସିବ ଏହା ଆମେ ଆଶା କରୁଛୁ । ସମସ୍ତଙ୍କ ଭିତରେ ବିନୟ, ନମ୍ରତା, ଦୟା, କ୍ଷମା ଇତ୍ୟାଦି ଗୁଣ ଏବଂ କାଳିଆ ସାଆନ୍ତଙ୍କ ନିକଟରେ ସମର୍ପଣ ଭାବ ଉଦ୍‌ଜୀବିତ ହେବ ଏଥୁରେ ଦ୍ବିମତ ହେବାର ନାହିଁ । କ୍ରିୟାବାନ୍ ତଥା ମୋର ଶିଷ୍ୟ ଶ୍ରୀଯୁକ୍ତ ଅଭୟ କୁମାର ନାୟକଙ୍କର ଏହି ପ୍ରୟାସ ପାଠକଙ୍କ ହୃଦୟରେ କାଳିଆ ସାଆନ୍ତଙ୍କ ପ୍ରତି ଭଳି ଉଦ୍ରେକ କରାଇବ ଏବଂ ଭଗବତ୍ ପ୍ରେମର ଭାବନାକୁ ସ୍କୁରଣ କରାଇବ – ଏହି ଆଶୀର୍ବାଦ କରୁଛି । କାଳିଆ ସାଆନ୍ତଙ୍କ ଲୀଳା ଏବଂ ମହିମା ବର୍ଣନା କରିବା ପାଇଁ ତାଙ୍କ ଭିତରେ ଥିବା ପ୍ରେରଣା ବଳବତ୍ତର ରହୁ ଏବଂ ଏହି ପୁଣ୍ୟ କାର୍ଯ୍ୟ ପାଇଁ ତାଙ୍କ କଲମର ଗତି ଦୃତତ୍ତର ହେଉ କାଳିଆ ସାଆନ୍ତଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ।

ଜୟଜଗନ୍ନାଥ ।

There are no comments on this title.

to post a comment.