000 03501nam a22002417a 4500
003 NISER
005 20260224124036.0
008 260224b |||||||| |||| 00| 0 hin d
020 _a8188263176
_qPaperback
040 _aNISER LIBRARY
_beng
_cNISER LIBRARY
082 0 4 _a2-5
_bNAY-S
100 1 _aନାୟକ, ଅଭୟ କୁମାର
245 1 0 _aଶ୍ରୀଜଗନ୍ନାଥ ଓ ବାଇଶି ପାହାଚ
260 _aBhubaneswar :
_bMahavir Prakashan,
_c2012.
300 _a148 pages ;
_c20.5 cm.
520 _aଶ୍ରୀଜଗନ୍ନାଥ ଓ ବାଇଶି ପାହାଚ’ ନୀଳକନ୍ଦର ବାସୀ କାଳିଆ ସାଆନ୍ତଙ୍କ ଲୀଳାଖେଳାକୁ ନେଇ ଲେଖାଯାଇଥିବା ବାଇଶିଟି ସତ୍ୟ ଘଟଣା । ସେଇ ପରଂବ୍ରହ୍ମ ପରମପିତାଙ୍କ ଅଲୌକିକ ଲୀଳା ଖେଳା ଯେ ସବୁ ସମୟରେ ଚାଲିଛି ତାହାକୁ ଜାଣିହୁଏ କେବଳ ଅନୁଭବରେ । ସେଇ ଅନୁଭବ ଓ ଅନୁଭୂତିକୁ ଏକତ୍ରିତ କରି ଏକ ଗ୍ରନ୍ଥର ରୂପ ଦେବାପାଇଁ ଯେଉଁ ପ୍ରୟାସ ତାହା ପ୍ରଶଂସନୀୟ । ଏହା ଭକ୍ତ ତଥା ପାଠକଙ୍କ ହୃଦୟକୁ ଆଲୋଚିତ ଓ ଆନ୍ଦୋଳିତ କରିବ ଏଥିରେ ଲେଶମାତ୍ର ସନ୍ଦେହ ନାହିଁ । ଏହି ଗ୍ରନ୍ଥ ପାଠ କଲେ ପାଠକର ହୃଦୟରେ କାଳିଆ ସାଆନ୍ତଙ୍କ ପ୍ରତି ଶ୍ରଦ୍ଧା ଏବଂ ଭର୍ତ୍ତି ଜାଗ୍ରତ ହେବ ଏବଂ ପାଠକଗଣଙ୍କ ଆଚରଣରେ ମଧ୍ୟ ପରିବର୍ତନ ଆସିବ ଏହା ଆମେ ଆଶା କରୁଛୁ । ସମସ୍ତଙ୍କ ଭିତରେ ବିନୟ, ନମ୍ରତା, ଦୟା, କ୍ଷମା ଇତ୍ୟାଦି ଗୁଣ ଏବଂ କାଳିଆ ସାଆନ୍ତଙ୍କ ନିକଟରେ ସମର୍ପଣ ଭାବ ଉଦ୍‌ଜୀବିତ ହେବ ଏଥୁରେ ଦ୍ବିମତ ହେବାର ନାହିଁ । କ୍ରିୟାବାନ୍ ତଥା ମୋର ଶିଷ୍ୟ ଶ୍ରୀଯୁକ୍ତ ଅଭୟ କୁମାର ନାୟକଙ୍କର ଏହି ପ୍ରୟାସ ପାଠକଙ୍କ ହୃଦୟରେ କାଳିଆ ସାଆନ୍ତଙ୍କ ପ୍ରତି ଭଳି ଉଦ୍ରେକ କରାଇବ ଏବଂ ଭଗବତ୍ ପ୍ରେମର ଭାବନାକୁ ସ୍କୁରଣ କରାଇବ – ଏହି ଆଶୀର୍ବାଦ କରୁଛି । କାଳିଆ ସାଆନ୍ତଙ୍କ ଲୀଳା ଏବଂ ମହିମା ବର୍ଣନା କରିବା ପାଇଁ ତାଙ୍କ ଭିତରେ ଥିବା ପ୍ରେରଣା ବଳବତ୍ତର ରହୁ ଏବଂ ଏହି ପୁଣ୍ୟ କାର୍ଯ୍ୟ ପାଇଁ ତାଙ୍କ କଲମର ଗତି ଦୃତତ୍ତର ହେଉ କାଳିଆ ସାଆନ୍ତଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି । ଜୟଜଗନ୍ନାଥ ।
650 0 _aReligious texture
650 _aBaisi Pahacha
_zShree Jagannatha temple Puri
651 _aOdisha
_zPuri
942 _2udc
_cG
999 _c36831
_d36831