| 000 | 05024 a2200505 4500 | ||
|---|---|---|---|
| 003 | NISER | ||
| 005 | 20251209163250.0 | ||
| 008 | 251121b |||||||| |||| 00| 0 hin d | ||
| 020 |
_a9781645602576 _qPaperback |
||
| 040 |
_aNISER LIBRARY _beng _cNISER LIBRARY |
||
| 082 |
_a82-311.4 _bDAS-B |
||
| 245 | _aବାସନ୍ତୀ | ||
| 260 |
_aBhubaneswar : _bBlack Eagle Books, _c2023. |
||
| 300 | _a283 pages | ||
| 520 | _a'ବାସନ୍ତୀ' ଆଧୁନିକ ଓଡ଼ିଆ ସାହିତ୍ୟର ତଥାକଥିତ ସବୁଜ ଯୁଗର ଏକ ଚର୍ଚ୍ଚିତ ଓ କ୍ରାନ୍ତିକାରୀ ଉପନ୍ୟାସ । ବଙ୍ଗଳାର 'ବାରୋୟାରୀ' ଉପନ୍ୟାସ ଢାଞ୍ଚାରେ ଏହାର ସଂରଚନା-ସଂକଳ୍ପ ହୋଇଥିଲେ ହେଁ, ଓଡ଼ିଶାର ସମକାଳୀନ ସମାଜର ପୁଙ୍ଖାନୁପୁଙ୍ଖ ଚିତ୍ର ଏଥିରେ ସଜୀବ ଓ ଖୁବ୍ ପ୍ରଭାବଶାଳୀ ଭଙ୍ଗୀରେ ରୂପାୟିତ । କଟକର ରେଭେନ୍ସା କଲେଜ, ପେଟିନ୍ ସାହିରୁ ଏହାର ଅୟମାରମ୍ଭ ହୋଇ ବାଲେଶ୍ୱରର ଶିମିଳିପୁର ଏବଂ କଲିକତାର 'ଉତ୍କଳ ନିବାସ', ବର୍ଦ୍ଧମାନ ଜିଲ୍ଲାର ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଏହା ବିସ୍ତୃତି ଲାଭ କରିଛି । ଏଥିରେ ସାଧାରଣ ମଣିଷ ମୁହଁର ଭାଷା, ମନର ଭାବନା ଏବଂ ଚଳଣି ଓ ବିଚାର ବିଶେଷ ସ୍ଥାନ ଦଖଲ କରିଅଛି । ମଣିଷର କୈଶୋର, ଯୌବନ ଏବଂ ପୌଗଣ୍ଡର ଅବସ୍ଥାଗତ ଭାବନା କିଛି ଚରିତ୍ରଙ୍କ ଦ୍ୱାରା ମଧ୍ୟ ଗୁରୁତ୍ୱଲାଭ କରିଛି । ହୃଦୟାବେଗକୁ ସାଇତି 'ବାସନ୍ତୀ' ସଂପ୍ରସାରିତ ଜୀବନ ବିଶ୍ୱାସର ବିଶେଷ ଗମ୍ଭୀର ଆହ୍ୱାନଟିଏ ପାଲଟିଯାଇଛି । ଦାମ୍ପତ୍ୟର ଅସମର୍ଥତା, ଅହଙ୍କାର ଏବଂ ଅଭିମାନର ଏକ ତ୍ରିବେଣୀ ତୁଠ ସାଜିଛି ଏ ଉପନ୍ୟାସ । ଆନ୍ତରିକତା ଏବଂ ଅନୁତାପର ସ୍ନିଗ୍ଧ ମଧୁର ଆଟୋପ ବେଶ୍ ଅନୁଭବିହୁଏ ଏଥିରୁ । ସମକାଳୀନ ଜୀନଚର୍ଯ୍ୟାର ଏକ ବ୍ୟଥା-ବିଧୂର ସ୍ପର୍ଶ ଯୋଗାଇବାରେ ଏହା ସମର୍ଥ । ଓଡ଼ିଆ ସାହିତ୍ୟର ଇତିହାସରେ ଏବଂ ଓଡ଼ିଆ ଉପନ୍ୟାସ ସାହିତ୍ୟର ଗତିଧାରାରେ ଏହାର ସ୍ଥାନ ଏଣୁ ଅତି ଉଚ୍ଚରେ । 'ବାସନ୍ତୀ' ଉପନ୍ୟାସ ଧାରାବାହିକ ରୂପେ 'ଉତ୍କଳ ସାହିତ୍ୟ' ମାସିକ ପତ୍ରିକାରେ ୧୯୨୬-୨୭ ସାଲରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାପରେ ୧୯୩୧ ମସିହାରେ ଶ୍ରୀ ଶରତ ଚନ୍ଦ୍ର ମୁଖାର୍ଜୀଙ୍କ ସମ୍ପାଦନାରେ ଏହି ଉପନ୍ୟାସର ପ୍ରଥମ ସଂସ୍କରଣ ହେଲା । | ||
| 650 | _aOdia fiction | ||
| 650 |
_aSocial problems _zIndia _vFiction |
||
| 650 |
_aWomen _zIndia _vFiction |
||
| 651 |
_aIndia _xSocial life and customs _vFiction |
||
| 651 |
_aOdisha (India) _vFiction |
||
| 651 |
_aKolkata (India) _vFiction |
||
| 700 |
_aଦାଶ, ଭିକାରୀ ଚରଣ _6880-02 |
||
| 700 |
_aପାଣିଗ୍ରାହୀ, କାଳିନ୍ଦୀ ଚରଣ _6880-03 |
||
| 700 |
_aମୁଖାର୍ଜୀ, ଶରତ ଚନ୍ଦ୍ର _6880-04 |
||
| 700 |
_aମହାପାତ୍ର, ହରିହର _6880-05 |
||
| 700 |
_aରାୟ, ଅନ୍ନଦା ଶଙ୍କର _6880-06 |
||
| 700 |
_aସରଳା ଦେବୀ _6880-07 |
||
| 700 |
_aସୁପ୍ରଭା ଦେବୀ _6880-08 |
||
| 700 |
_aମହାନ୍ତି, ମୁରଲୀଧର _6880-09 |
||
| 700 |
_aପ୍ରତିଭା ଦେବୀ _6880-10 |
||
| 700 |
_aଦାସ, ବୈଷ୍ଣବ ଚରଣ _6880-11 |
||
| 856 |
_3Reviews _uhttps://www.goodreads.com/book/show/122897026-basanti#CommunityReviews |
||
| 942 |
_cOC _2udc |
||
| 999 |
_c36426 _d36426 |
||