| 000 | 02494 a2200301 4500 | ||
|---|---|---|---|
| 003 | NISER | ||
| 005 | 20251209164401.0 | ||
| 008 | 251121b |||||||| |||| 00| 0 hin d | ||
| 020 |
_a9781645602279 _qPaperback |
||
| 040 |
_aNISER LIBRARY _beng _cNISER LIBRARY |
||
| 082 |
_a82:1 _bKUN-H |
||
| 100 | _aକୁନ୍ଦେରା, ମିଲନ | ||
| 245 | _aହାଲୁକା ମଣିଷ | ||
| 260 |
_aBhubaneswar : _bBlack Eagle Books, _c2021. |
||
| 300 | _a309 pages | ||
| 520 | _aଜୀବନଟା କାହା ପାଇଁ କେମିତି । ଜଣକ ପାଇଁ ଜୀବନ ପକ୍ଷୀର ପର ପରି ହାଲୁକା ତ ଆଉ କାହା ପାଇଁ ଗୋଟେ ଓଜନିଆ ପଥର ପରି ବୋଝ । କୁନ୍ଦେରାଙ୍କ ଦୃଷ୍ଟିରେ ଆମର ବୋଝ ଯେତିକି ଅଧିକ ହୁଏ, ମାଟି ସହିତ ଜୀବନ ସେତିକି ନିବିଡ଼ ହୁଏ । ଅପରପକ୍ଷେ ବୋଝ ନଥିଲେ ମଣିଷର ଜୀବନ ପବନ ପରି ହାଲୁକା ହେଇଯାଏ । ଉପରକୁ ଉଠିଉଠିକା ଯାଏ ଆଉ ମଣିଷର ଜୀବନ କ୍ରମଶଃ ଅର୍ଦ୍ଧସତ୍ୟ ଓ ନଗଣ୍ୟ ହେଇଯାଏ । ତେବେ ଆମେ କୋଉଟାକୁ ବାଛିବା କଥା- ହାଲୁକା ନା ଓଜନ? ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ 'The Unbearable Lightness of Being' ରେ ଏପରି ଏକ ଜୀବନ ଦର୍ଶନକୁ ଏକ ଭିନ୍ନ ଶୈଳୀରେ ଅବତାରଣା କରାଯାଇଛି । "ହାଲୁକା ମଣିଷ'- ଏହି ବହିଟିର ଓଡ଼ିଆ ଅନୁବାଦ ଆମର ଓଡ଼ିଆ ପାଠକଙ୍କ ଉଦ୍ଦେଶ୍ୟରେ ଏକ ବୌଦ୍ଧିକ ପ୍ରୟାସ ମାତ୍ର । | ||
| 650 | _aExistentialism in literature | ||
| 650 | _aPhilosophy in literature | ||
| 650 |
_aHuman behavior _xPhilosophy |
||
| 700 |
_aମିଶ୍ର, ରବି ଶଙ୍କର _6880-03 _etranslator |
||
| 700 |
_aମିଶ୍ର, ସ୍ନେହ _6880-04 _etranslator |
||
| 856 |
_3Reviews _uhttps://www.goodreads.com/book/show/80365708-haluka-manisha?ref=nav_sb_ss_1_13#CommunityReviews |
||
| 942 |
_cOC _2udc |
||
| 999 |
_c36415 _d36415 |
||