000 03853 a2200229 4500
003 NISER
005 20251121101748.0
008 251119b |||||||| |||| 00| 0 hin d
020 _a9781645601876
_qPaperback
040 _aNISER LIBRARY
_beng
_cNISER LIBRARY
082 _a82-31(081)
_bMOH-T
100 _aମହାନ୍ତି, କାଁହୁ ଚରଣ
245 _aକାଁହୁଚରଣ ତିନୋଟି ଉପନ୍ୟାସ :
_bଏପାରି ସେପାରି, ଅଭିନେତ୍ରୀ, ଭୁଲି ହୁଏନା
260 _aBhubaneswar :
_bBlack Eagle Books,
_c2021.
300 _a211 pages
520 _aଓଡ଼ିଆ ଉପନ୍ୟାସ ଜଗତରେ କାହ୍ନୁଚରଣଙ୍କର ଥିଲା ଅଭାବନୀୟ ପ୍ରତିଷ୍ଠା। ସେ ପ୍ରତିଷ୍ଠାର ଉଜ୍ଜ୍ବଳ ସ୍ଵାକ୍ଷର ଥିଲା ବାଲିରାଜା, ହାଅନ୍ନ, ଶାସ୍ତି, ଅଦେଖାହାତ, ଅଭିନେତ୍ରୀ, ଭୁଲି ହୁଏନା, ଝଞ୍ଜା, ତୁଣ୍ଡବାଇଦ, କା, ତମସାତୀରେ, ସତ୍ୟବତୀପରି ଅନ୍ୟୁନ ଷାଠିଏଟି ଉପନ୍ୟାସ । ଏସବୁ ତାଙ୍କୁ ଦେଇଥିଲା ବିପୁଳ ପାଠକୀୟ ସ୍ଵୀକୃତି ଓ ପହଞ୍ଚାଇଥିଲା ଲୋକପ୍ରିୟତାର ଶୀର୍ଷରେ। ଅସମଞ୍ଜସ ସାମାଜିକ ଜୀବନ, ଜାତିପ୍ରଥାର ତୀବ୍ରତା, ନାରୀର ପେଷିତ ସତ୍ତା– ସ୍ଵାଭିମାନ ଓ ସ୍ଵାଧୂକାର ପାଇଁ ତା’ର ସଂଗ୍ରାମ, ପରମ୍ପରାବାଦୀ ଚିନ୍ତାଧାରା ସହ ଆଧୁନିକ ପରିବର୍ତ୍ତନ ପନ୍ଥୀଙ୍କ ଚିତ୍ତ-ସଂଘର୍ଷ– ନିଜ ଉପନ୍ୟାସମାନଙ୍କରେ ଏସବୁର କ୍ରମାଗତ ପ୍ରଦର୍ଶନ କାହ୍ନୁଚରଣଙ୍କର ଏକ ବିଶେଷ ପରିଚୟ ତିଆରି କରିଥିଲା। ଓଡ଼ିଆଙ୍କ ଆତ୍ମପରିଚୟର ପ୍ରତିଷ୍ଠା ପାଇଁ ମଧ୍ୟ ସେ ଥିଲେ ସକ୍ରିୟ। ତାଙ୍କର ଉପନ୍ୟାସଗୁଡ଼ିକ ଜୀବନର ନିର୍ଭେଜାଲ ମୋଜାଇକ୍ ଚିତ୍ରକୁ ଉପସ୍ଥାପିତ କରିପାରୁଥିଲା ଆବାଳ ବୃଦ୍ଧ ବନିତାଙ୍କ ବୋଧଗମ୍ୟ ସହଜ, ନିରଳଂକାର ଭାଷାରେ। ଶ୍ରୀ ସୂର୍ଯ୍ୟମଣି ମହାନ୍ତିଙ୍କ ଔରସରୁ ଓ ଶ୍ରୀମତୀ ଦୁର୍ଗାଦେବୀଙ୍କ ଗର୍ଭରୁ ୧୯୦୬ ମସିହା ଅଗଷ୍ଟ ମାସ ଏଗାର ତାରିଖରେ ଜନ୍ମିତ କାହ୍ନୁଚରଣ ଅଶୀବର୍ଷ ବୟସ ପର୍ଯ୍ୟନ୍ତ ନିରଳସ ଲେଖ୍ ଚାଲିଥିଲେ। ବୃତ୍ତିରେ ସରକାରୀ କର୍ମଚାରୀ କାହ୍ନୁଚରଣ ବ୍ୟକ୍ତିଗତ ଜୀବନ, ଚାକିରି ଜୀବନ ଓ ସମାଜ ଜୀବନରୁ ଆହୃତ ଅଭିଜ୍ଞତାରୁ ସାଜିଥିଲେ ଅନନ୍ୟ ଶବ୍ଦ-ଶିଳ୍ପୀ। ୧୯୯୪ ମସିହା ଏପ୍ରିଲ ମାସ ଛଅ ତାରିଖରେ ଦେହରକ୍ଷା କରିଥିଲେ ଏହି ମହାନ କଥାକାର।
650 _aNovels
856 _3Reviews
_uhttps://www.goodreads.com/book/show/80365664-tinoti-upanyasa#CommunityReviews
942 _cOC
_2udc
999 _c36401
_d36401