TY - GEN AU - ପଟ୍ଟନାୟକ, ବିଭୁତି TI - ଆଦିମ ଅରଣ୍ୟ SN - 9781645600978 U1 - 82-31"19" PY - 2022/// CY - Bhubaneswar PB - Black Eagle Books KW - Novel KW - 20th Century KW - India N2 - ଆଦିବାସୀମାନେ ହିଁ ଭାରତ ଭୂଖଣ୍ଡର ଆଦିମ ଅଧିବାସୀ । ଆର୍ଯ୍ୟମାନେ ଭାରତ ଆସିଲାପରେ ସୈନ୍ଧବ ଗାଙ୍ଗେୟ ସମତଳ ଭୂମି ଆଦିବାସୀମାନଙ୍କଠାରୁ ଛଡ଼େଇ ନେଇ ସେମାନଙ୍କୁ ପାହାଡ଼ ପର୍ବତ ଘେରା ଦୁର୍ଗମ ଅରଣ୍ୟକୁ ବିତାଡ଼ିତ କରିଥିଲେ । ବ୍ରିଟିଶ ସରକାର ଭାରତ ଅଧିକାର କଲାପରେ ଆଦିବାସୀମାନଙ୍କଠାରୁ ଅରଣ୍ୟ ସମ୍ପଦ ଉପରେ ଥିବା ସେମାନଙ୍କର ଅଧିକାର ଛଡ଼ାଇ ନେଇଥିଲେ । ଦେଶ ସ୍ୱାଧୀନ ହେଲା ପରେ ସ୍ୱଦେଶୀ ସରକାର ଆଦିବାସୀମାନଙ୍କୁ ଅରଣ୍ୟ ସମ୍ପଦ ଉପରେ ଥିବା ସେମାନଙ୍କର ଅଧିକାର ଫେରାଇ ଦେବା ପରିବର୍ତ୍ତେ ଦେଶୀ, ବିଦେଶୀ କମ୍ପାନୀମାନଙ୍କୁ ଅରଣ୍ୟରେ ଖଣିଜ, ବନଜ ସମ୍ପଦ ଲୁଟ୍ କରି ସେମାନେ କଳକାରଖାନା ବସାଇବା ପାଇଁ ଅନୁମତି ଦେଇ ଆଦିବାସୀମାନଙ୍କୁ ବିସ୍ଥାପିତ କରି ଚାଲିଛନ୍ତି । UR - https://www.goodreads.com/book/show/81414172-adima-aranya?ref=nav_sb_ss_1_13#CommunityReviews ER -