TY - GEN AU - ମିଶ୍ର, ସ୍ନେହାସୁଧା TI - ମହାଗାଥା କର୍ମସୂତ୍ରର (ଦେବାଦତ୍ତ ଓ ବିଧାନ ଉପାଖ୍ୟାନ) SN - 9781645602828 U1 - 82-97 PY - 2022/// CY - Bhubaneswar PB - Black Eagle Books KW - Indian philosophy KW - Karma theory KW - Fiction KW - Destiny KW - Human behavior KW - Moral and ethical aspects KW - Spiritual life N2 - ମନୁଷ୍ୟର, ବିଧାତାର ଆସନରେ ବସିବାର ଦୁର୍ଦ୍ଦମନୀୟ ଇଛା ଯଦି କୋଉଠି ଦାରୁଣ ଧକ୍କା ଖାଇ ଆସିଛି ସେ ହେଲା ଭବିତବ୍ୟ। ଦୃଶ୍ୟ ଓ ଅଦୃଶ୍ୟ ଏ ଦୁଇ ଇଲାକାରେ ତା'ର ଦୁଇଟି ପାଦ ରଖି ଜୀବନ ରାସ୍ତାରେ ବାଧ୍ୟ ହୋଇ ଚାଲିବା ବେଳେ ପର ମୁହୂର୍ତ୍ତରେ, ଅଦୃଶ୍ୟ ଇଲାକାରେ ପଡ଼ୁଥିବା ନିଜର ହିଁ ପାଦଟିର ଗତିବିଧି ଜାଣିବା ତା' ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ରହିଆସିଛି। ଭାଗ୍ୟ, ଭବିଷ୍ୟତ, ପ୍ରାରବ୍ଧ...କେତେ ନାଁ ଦେଇ ସେ ଏଇ ଇଲାକାରୁ କାଣିଚାଏ ଦେଖିବା ପାଇଁ କେତେ କେତେ ଲୋକଙ୍କ ନିଷ୍ଫଳ ଶରଣାଗତ ସେ ହୋଇଛି, କିନ୍ତୁ ଭବିଷ୍ୟତ ତ ଦୂରର କଥା, ପର ମୁହୂର୍ତ୍ତରେ କ'ଣ ଅଛି ମଧ୍ୟ ଜାଣିପାରୁ ନାହିଁ। ଭାରତୀୟ ଦର୍ଶନରେ କର୍ମବାଦ, ଏଇ ବିଫଳତାର ଏକ ସଫଳ ଅଭିବ୍ୟକ୍ତି । କ୍ଷୁଦ୍ର ମଞ୍ଜିଟିଏ ବିଶାଳ ବଟବୃକ୍ଷ କୁ ଜନ୍ମ ଦେବା ପରି ନିଜର କୃତକର୍ମ ହିଁ ନିଜ ଭାଗ୍ୟ ର ଗତିପଥକୁ ନିର୍ଣ୍ଣୟ କରେ, କର୍ମବାଦର ଏହି ସର୍ବ ସ୍ୱୀକୃତ ତତ୍ତ୍ୱ ହିଁ ଏହି 'ମହାଗାଥା କର୍ମସୂତ୍ର ର' ଅନ୍ତଃପ୍ଳାବିନୀ ଫଲ୍ ଗୁ । ଆଉ ବିଗିଡ଼ା କର୍ମ ଭୟଙ୍କର ହେଲେ ଆଗାମୀ ପୁରୁଷ ପୁରୁଷ ଧରି ଯେ ତା'ର ମନ୍ଦଫଳ ଭୋଗ କରନ୍ତି, ଏହି ଉପନ୍ୟାସ ଟି ତାହାର ଏକ ଅନୁଗତ ଆଲେଖ୍ୟ। UR - https://www.goodreads.com/book/show/80365761-mahagatha-karmasutrara?ref=nav_sb_ss_1_13#CommunityReviews ER -