TY - GEN AU - ବାଟବେ, ବାପୁ TI - ଦାଦାସାହେବ ଫାଲକେ SN - 9789354912009 U1 - 82-94 PY - 2022/// CY - ନେବ ଦେଲ୍ହୀ : PB - ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ, ଇଣ୍ଡିଆ, KW - Dadasaheb Phalke KW - Biography N2 - ଦାଦାସାହେବ ଫାଲ୍‌କେ (୧୮୭୦–୧୯୪୪) ଭାରତୀୟ ଚଳଚ୍ଚିତ୍ର ନିର୍ମାଣର ଜନକ । ସେ ଭାରତର ଚଳଚ୍ଚିତ୍ର ବ୍ୟବସାୟ ସ୍ଵଦେଶୀ ହେଉ ବୋଲି ଅଣ୍ଟା ଭିଡ଼ିଥିଲେ ଏବଂ ଅସମ୍ଭବ ମନେ ହେଉଥ‌ିବା କଥାଟିକୁ ଶେଷରେ ସ ସମ୍ଭବ କରି ଦେଖାଇଥିଲେ । ଏହି ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ୨୫ବର୍ଷ କାଳ ସେ ଉତ୍ସର୍ଗୀକ୍ କୃତ ଭାବେ ସଂଘର୍ଷ କରିଥିଲେ । ତଥାପି ଉପେକ୍ଷିତ ଏହି ପୁରୋଧାଙ୍କ ଶେଷ ଜୀବନ ବିପନ୍ନପ୍ରାୟ ଥୁଲା ଭାରତୀୟ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତିର ନିଦର୍ଶନ ସ୍ୱରୂପ ଭାରତ ସରକାର ତାଙ୍କ ଜନ୍ମ ଶତାବ୍ଦୀ (୧୯୭୦) ୦ ଠାରୁ ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କଳାକାରମାନଙ୍କ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପ୍ରଚଳନ କରିଛନ୍ତି । ଭାରତୀୟ ଚଳଚ୍ଚିତ୍ର କ୍ଷେତ୍ରରେ বা ସର୍ବୋଚ୍ଚ ପୁରସ୍କାର ଭାବେ ସ୍ଵୀକୃତ । ER -