TY - GEN AU - ମୁନ, ବସନ୍ତ TI - ଡ଼. ବାବାସାହେବ ଆମ୍ବେଦକର SN - 9788123763477 U1 - 82-94 PY - 2011/// CY - ନେବ ଦେଲ୍ହୀ PB - ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ, ଇଣ୍ଡିଆ KW - Dr. Babasaheb Ambedkar KW - Biography N2 - ଏହି ପୁସ୍ତକରେ ଭୀମରାଓ ଆମ୍ବେଦକରଙ୍କ ବହୁମୁଖୀ ବ୍ୟକ୍ତିତ୍ଵ ଉପରେ ଆଲୋକପାତ ନିମନ୍ତେ ଉଦ୍ୟମ କରାଯାଇଛି । ଦଳିତ ସମ୍ପ୍ରଦାୟର ଅପ୍ରତିଦ୍ଵନ୍ଦୀ ଆମ୍ବେଦକର ବିବେଚିତ ଚିତ ହୁଅନ୍ତି । ଦେଶର ଏଭଳି ଜଣେ ଜଣେ ମହାନ୍ ବ୍ୟକ୍ତିଙ୍କ ଜୀବନର ବହୁ ପରୀକ୍ଷାନିରୀକ୍ଷା ସମେତ ଦାରୁଣ ଦୁଃଖଦୁର୍ଦ୍ଦଶାର ବିସ୍ତୃତ ନେତା ଭାବେ ବିବରଣୀ ଏଥୁରେ ସନ୍ନିବେଶିତ । ଏହା ସହିତ ଜଣେ ଉଦାର ମାନବବାଦୀ, କୁଶଳୀ ଅର୍ଥନୀତିଜ୍ଞ, ସମାଜ ଓ ରାଜନୀତି ମେ କ୍ଷେତ୍ରର ଜଣେ ଣ ଅନନ୍ୟ ଚିନ୍ତାନାୟକ, ସମ୍ବିଧାନ ବିଶେଷଜ୍ଞ, ସମାଜ ଓ ଧର୍ମକ୍ଷେତ୍ରର ଜଣେ ଏକନିଷ୍ଠ ସଂସ୍କାରକ, ସର୍ବୋପରି ଜଣେ ମହାନ୍ ।ନ୍ ସ୍ଵଦେଶହିତୈଷୀ ନେତା ଭାବେ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱର ମହନୀୟତା ପ୍ରତିଷ୍ଠାର ପ୍ରୟାସ ଏ ପୁସ୍ତକରେ ନିହିତ । UR - https://www.goodreads.com/book/show/98588020-dr-babasaheb-ambedkar?ref=nav_sb_ss_1_13#CommunityReviews ER -