ଛ ମାଣ ଆଠଗୁଣ୍ଠ
Publication details: Bhubaneswar : Black Eagle Books, 2022.Description: 155 pagesISBN:- 9781645602699
- 316.64 SEN-C
| Item type | Current library | Call number | Status | Date due | Barcode | |
|---|---|---|---|---|---|---|
Odia Collection
|
NISER LIBRARY 1st Floor - Odia Collection | 316.64 SEN-C (Browse shelf(Opens below)) | Checked out to Susmita Raj (25224006) | 31/03/2026 | 26094 |
Browsing NISER LIBRARY shelves, Shelving location: 1st Floor - Odia Collection Close shelf browser (Hides shelf browser)
| No cover image available | No cover image available | No cover image available | ||||||
| 2-5 NAY-S ଶ୍ରୀଜଗନ୍ନାଥ ଓ ବାଇଶି ପାହାଚ | 305-055.2 MIS-D ଧୂସର ଶୈଶବ | 305-055.2 SHI-E ଏ ଜହ୍ନ ସାକ୍ଷୀ | 316.64 SEN-C ଛ ମାଣ ଆଠଗୁଣ୍ଠ | 364-783.44 MIS-P ପିଲାଙ୍କ ଗୃହ ବିଜ୍ଞାନ ଓ ଖାଦ୍ୟପୁଷ୍ଟି / Pilanka gruha bigyan o khadyapusti | 510(079) MIS-S ସୁଗମ ଗଣିତ କୁଇଜ / Sugama ganita quiz | 53(079) MIS-S ସୁଗମ ପଦାର୍ଥ ବିଜ୍ଞାନ କୁଇଜ / Sugama padartha bigyan quiz |
'ଛ ମାଣ ଆଠଗୁଣ୍ଠ' ଭୂମି କୈନ୍ଦ୍ରିକ ଉପନ୍ୟାସ । ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଓଡ଼ିଆ ଜନଜୀବନର ମୂଳଭିତ୍ତି ଥିଲା ଭୂସମ୍ପଦ ଓ ଗୋ ସମ୍ପଦ । ଏତଦ୍]ବ୍ୟତୀତ ଗୁଡ଼ାଏ କୁସଂସ୍କାର ଓ ଅନ୍ଧବିଶ୍ୱାସ ଏଭଳି ପ୍ରଭାବ ବିସ୍ତାର କରିଥିଲା ଯେ ସେହି ସମୟର ସମାଜରେ ପୁରୋହିତମାନଙ୍କର କଥାକୁ ବିନା ପ୍ରଶ୍ନରେ ଗ୍ରହଣ କରାଯାଉଥିଲା । ଅଶିକ୍ଷା, ସ୍ୱାର୍ଥପରତା, ଆତ୍ମଗର୍ବ ସହିତ ମିଶି ଯାଇଥିଲା ଅନ୍ୟକୁ ନିମ୍ନ ସ୍ତରର ବୋଲି ପ୍ରତିପାଦନ କରିବାର ମାନସିକତା । ଫକୀରମୋହନ ସ୍ତ୍ରୀଶିକ୍ଷାର ପକ୍ଷପାତୀ ଥିଲେ । କନ୍ୟା ଧନ ବିପକ୍ଷରେ ଲେଖନୀ ଚାଳନା କରିଥିଲେ । ଶିକ୍ଷା କିଭଳି ମଣିଷକୁ ଉଦାର କରିଦିଏ ତାହା ତାଙ୍କର ଅନେକ ରଚନାରେ ପ୍ରତିପାଦିତ । ତେବେ 'ଛାମାଣ ଆଠଗୁଣ୍ଠ'ରେ ଭୂମି ଓ ଧେନୁ ସମ୍ପଦ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଛ ମାଣ ଆଠଗୁଣ୍ଠ ତାଙ୍କର ପ୍ରଥମ ଉପନ୍ୟାସ । 'ଛ ମାଣ ଆଠଗୁଣ୍ଠ' ୧୮୯୭ରୁ ୧୮୯୯ ପର୍ଯ୍ୟନ୍ତ ଦୁଇବର୍ଷ କାଳ ଧାରାବାହିକ ଭାବରେ ଉତ୍କଳ ସାହିତ୍ୟରେ 'ଧୂର୍ଜଟୀ' ଛଦ୍ମ ନାମରେ ପ୍ରକାଶିତ ହେଉଥିଲା । ୧୯୦୨ରେ ଏହା ପୁସ୍ତକ ଆକାରରେ ପ୍ରକାଶିତ ହେଲା । ପୁସ୍ତକରେ ଲେଖକ ଭାବରେ ଫକୀର ମୋହନ ସେନାପତିଙ୍କ ନାମ ଉଲ୍ଲେଖ ଥିଲା । ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ସମୟରେ ଏହା ଖୁବ୍ ଲୋକପ୍ରିୟ ହୋଇଥିଲା ।
There are no comments on this title.