ଡ଼. ବାବାସାହେବ ଆମ୍ବେଦକର
Publication details: ନେବ ଦେଲ୍ହୀ : ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ, ଇଣ୍ଡିଆ, 2011.Description: 253 pages : illustrations (b/w photographs)ISBN:- 9788123763477
- Dr. Babasaheb Ambedkar (marathi)
- 82-94 MUN-D
| Item type | Current library | Call number | Status | Barcode | |
|---|---|---|---|---|---|
Odia Collection
|
NISER LIBRARY 1st Floor - Odia Collection | 82-94 MUN-D (Browse shelf(Opens below)) | Available | 26073 |
ଏହି ପୁସ୍ତକରେ ଭୀମରାଓ ଆମ୍ବେଦକରଙ୍କ ବହୁମୁଖୀ ବ୍ୟକ୍ତିତ୍ଵ ଉପରେ ଆଲୋକପାତ ନିମନ୍ତେ ଉଦ୍ୟମ କରାଯାଇଛି । ଦଳିତ ସମ୍ପ୍ରଦାୟର ଅପ୍ରତିଦ୍ଵନ୍ଦୀ ଆମ୍ବେଦକର ବିବେଚିତ ଚିତ ହୁଅନ୍ତି । ଦେଶର ଏଭଳି ଜଣେ ଜଣେ ମହାନ୍ ବ୍ୟକ୍ତିଙ୍କ ଜୀବନର ବହୁ ପରୀକ୍ଷାନିରୀକ୍ଷା ସମେତ ଦାରୁଣ ଦୁଃଖଦୁର୍ଦ୍ଦଶାର ବିସ୍ତୃତ ନେତା ଭାବେ ବିବରଣୀ ଏଥୁରେ ସନ୍ନିବେଶିତ । ଏହା ସହିତ ଜଣେ ଉଦାର ମାନବବାଦୀ, କୁଶଳୀ ଅର୍ଥନୀତିଜ୍ଞ, ସମାଜ ଓ ରାଜନୀତି ମେ କ୍ଷେତ୍ରର ଜଣେ ଣ ଅନନ୍ୟ ଚିନ୍ତାନାୟକ, ସମ୍ବିଧାନ ବିଶେଷଜ୍ଞ, ସମାଜ ଓ ଧର୍ମକ୍ଷେତ୍ରର ଜଣେ ଏକନିଷ୍ଠ ସଂସ୍କାରକ, ସର୍ବୋପରି ଜଣେ ମହାନ୍ ।ନ୍ ସ୍ଵଦେଶହିତୈଷୀ ନେତା ଭାବେ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱର ମହନୀୟତା ପ୍ରତିଷ୍ଠାର ପ୍ରୟାସ ଏ ପୁସ୍ତକରେ ନିହିତ ।
There are no comments on this title.