opac header image

ଧୂସର ଶୈଶବ (Record no. 36428)

MARC details
000 -LEADER
fixed length control field 04614 a2200277 4500
003 - CONTROL NUMBER IDENTIFIER
control field NISER
005 - DATE AND TIME OF LATEST TRANSACTION
control field 20251209162343.0
008 - FIXED-LENGTH DATA ELEMENTS--GENERAL INFORMATION
fixed length control field 251121b |||||||| |||| 00| 0 hin d
020 ## - INTERNATIONAL STANDARD BOOK NUMBER
International Standard Book Number 9781645603672
Qualifying information Paperback
040 ## - CATALOGING SOURCE
Original cataloging agency NISER LIBRARY
Language of cataloging eng
Transcribing agency NISER LIBRARY
082 ## - DEWEY DECIMAL CLASSIFICATION NUMBER
Classification number 305-055.2
Item number MIS-D
100 ## - MAIN ENTRY--PERSONAL NAME
Personal name ମିଶ୍ର, ଗୋବିନ୍ଦ
245 ## - TITLE STATEMENT
Title ଧୂସର ଶୈଶବ
260 ## - PUBLICATION, DISTRIBUTION, ETC. (IMPRINT)
Place of publication, distribution, etc. Bhubaneswar :
Name of publisher, distributor, etc. Black Eagle Books,
Date of publication, distribution, etc. 2023.
300 ## - PHYSICAL DESCRIPTION
Extent 220 pages
520 ## - SUMMARY, ETC.
Summary, etc. ଗୋବିନ୍ଦ ମିଶ୍ର କେବଳ ଆଧୁନିକ ହିନ୍ଦୀ ସାହିତ୍ୟର ନୁହନ୍ତି, ସମସାମୟିକ ଭାରତୀୟ ସାହିତ୍ୟର ଏକ ମୁର୍ଦ୍ଧନ୍ୟ ଓ ବଳିଷ୍ଠ ସ୍ୱର । ଦୀର୍ଘ ଛଅ ଦଶନ୍ଧିରୁ ଅଧିକ କାଳ ଧରି ସେ ସାହିତ୍ୟ ସାଧନାରେ ନିମଗ୍ନ । ଉଚ୍ଚ ପ୍ରଶାସନିକ ପଦପଦବୀରେ ରହିସୁଦ୍ଧା ଚିନ୍ତା ଓ ଚେତନାରେ ସେ ସଦାବେଳେ ମାଟିମନସ୍କ ଓ ସାମାଜିକ ସତ୍ୟାନୁସନ୍ଧାନୀ । ତାହା ତାଙ୍କର ଗଳ୍ପ ଓ ଉପନ୍ୟାସ ଉଭୟରେ ବାରମ୍ବାର ପାଠକମାନେ ଦେଖିବାକୁ ପାଇଥାନ୍ତି ।୧୯୬୦ ଦଶକ ବେଳକୁ ହିନ୍ଦୀ ସାହିତ୍ୟରେ ଯେଉଁ ନୂଆ ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଥିଲା, ସେଥିରେ ପରମ୍ପରାବାଦୀଙ୍କ ବିରୁଦ୍ଧରେ 'ନୟୀ କହାନୀ' ଆନ୍ଦୋଳନର ପ୍ରବକ୍ତାମାନେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ । ଆଲୋଚିତ ଉପନ୍ୟାସ 'ଧୂଲ୍ ପୌଧୋଁ ପର' ସମ୍ପୂର୍ଣ୍ଣ ରୂପେ ଏକ ପରୀକ୍ଷାନିରୀକ୍ଷାଧର୍ମୀ ସାମାଜିକ- ମନସ୍ତାତ୍ତ୍ୱିକ ଉପନ୍ୟାସ ଯେଉଁଥିରେ ଜଣେ ନାରୀର ଏକକ ସଂଗ୍ରାମକୁ ଅତି ନିଖୁଣ ଭାବେ ଚିତ୍ରିତ କରାଯାଇଛି । ନିଜ ସହ ଜଣେ ସଂଘର୍ଷ କରୁଥିବା ନାରୀ ନିଜ ପରିବାର ଓ ସମାଜ ସହ ଯେତେବେଳେ ସାମ୍]ନା କରେ, ସେ ସଂଘର୍ଷ କରେ, ତା'ସହିତ କେହି ସହଯୋଦ୍ଧା ନଥାନ୍ତି । ଏପରିକି ସମୟ ମଧ୍ୟ ହାତ ଛାଡ଼ିଦିଏ । ସ୍ଥାନ, କାଳ ଓ ପାତ୍ର ଏକ ଚକ୍ରବ୍ୟୂହ ରଚନା କରନ୍ତି ଓ ନିଷ୍ପାପ ଅଭିମନ୍ୟୁଟି ଯୁଦ୍ଧ କରିଚାଲେ । କିନ୍ତୁ ଏ ଯୁଦ୍ଧରେ ଅଭିମନ୍ୟୁ ସପ୍ତରଥୀଙ୍କ ଦ୍ୱାରା ନିପାତ ହୁଏନାହିଁ । ବରଂ ସେ ସମୟ ଓ ସମାଜ ନିକଟରେ ନିଜର ଯଥାର୍ଥ୍ୟ ପ୍ରତିପାଦନ କରେ । ସବୁ ସିଦ୍ଧି ପାଇଁ ଯେପରି ସାଧନା କରିବାକୁ ପଡ଼ିଥାଏ, ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିଥାଏ ତାହା ହିଁ ଘଟିଛି ଏ ଉପନ୍ୟାସର ନାରୀଟି କ୍ଷେତ୍ରରେ । ସେ ପ୍ରମାଣିତ କରିଛି, ସେ ଅବଳା ନୁହେଁ, ତା'ର ମଧ୍ୟ ପ୍ରତିବାଦ କରିବାର ଅଧିକାର ଅଛି । ସେଇ ଅଧିକାର ବଳରେ ସେ ପରିବାରକୁ, ସମାଜକୁ ବଦଳାଇଛି । ବଦଳାଇ ଦେଇଛି ନାରୀ- ପୁରୁଷ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କ ଓ ସଂଜ୍ଞାକୁ । ଶିକ୍ଷା ଠାରୁ ଆରମ୍ଭ କରି ସାମାଜିକ ସଂସ୍କାରରେ ଥିବା କଳ୍ମଷକୁ ।
650 ## - SUBJECT ADDED ENTRY--TOPICAL TERM
Topical term or geographic name as entry element Women
Geographic subdivision India
Form subdivision Fiction
650 ## - SUBJECT ADDED ENTRY--TOPICAL TERM
Topical term or geographic name as entry element Women
General subdivision Social conditions
Geographic subdivision India
Form subdivision Fiction
650 ## - SUBJECT ADDED ENTRY--TOPICAL TERM
Topical term or geographic name as entry element Social change
700 ## - ADDED ENTRY--PERSONAL NAME
Personal name ମଲ୍ଲିକ, ନିହାରିକା
Linkage 880-03
856 ## - ELECTRONIC LOCATION AND ACCESS
Materials specified Reviews
Uniform Resource Identifier <a href="https://www.goodreads.com/book/show/125376255-dhusara-saisaba#CommunityReviews">https://www.goodreads.com/book/show/125376255-dhusara-saisaba#CommunityReviews</a>
942 ## - ADDED ENTRY ELEMENTS (KOHA)
Koha item type Odia Collection
Source of classification or shelving scheme Universal Decimal Classification
Holdings
Withdrawn status Lost status Source of classification or shelving scheme Damaged status Not for loan Home library Current library Shelving location Date acquired Source of acquisition Cost, normal purchase price Total Checkouts Full call number Barcode Date last seen Date checked out Cost, replacement price Price effective from Koha item type
    Universal Decimal Classification     NISER LIBRARY NISER LIBRARY 1st Floor - Odia Collection 17/11/2025 21 255.00 1 305-055.2 MIS-D 26102 01/02/2026 27/01/2026 300.00 17/11/2025 Odia Collection