opac header image

ଦିଗବିଜୟୀ ଗଜପତି (ବିଜୟ ବାହୁଡ଼ା) (Record no. 36427)

MARC details
000 -LEADER
fixed length control field 04692 a2200277 4500
003 - CONTROL NUMBER IDENTIFIER
control field NISER
005 - DATE AND TIME OF LATEST TRANSACTION
control field 20251125152416.0
008 - FIXED-LENGTH DATA ELEMENTS--GENERAL INFORMATION
fixed length control field 251121b |||||||| |||| 00| 0 hin d
020 ## - INTERNATIONAL STANDARD BOOK NUMBER
International Standard Book Number 9781645603665
Qualifying information Paperback
040 ## - CATALOGING SOURCE
Original cataloging agency NISER LIBRARY
Language of cataloging eng
Transcribing agency NISER LIBRARY
082 ## - DEWEY DECIMAL CLASSIFICATION NUMBER
Classification number 82-94
Item number JEN-D
100 ## - MAIN ENTRY--PERSONAL NAME
Personal name ଜେନା, ଇନ୍ଦ୍ରମଣି
245 ## - TITLE STATEMENT
Title ଦିଗବିଜୟୀ ଗଜପତି (ବିଜୟ ବାହୁଡ଼ା)
260 ## - PUBLICATION, DISTRIBUTION, ETC. (IMPRINT)
Place of publication, distribution, etc. Bhubaneswar :
Name of publisher, distributor, etc. Black Eagle Books,
Date of publication, distribution, etc. 2023.
300 ## - PHYSICAL DESCRIPTION
Extent 170 pages
520 ## - SUMMARY, ETC.
Summary, etc. ଏହି ପୁସ୍ତକଟି ପାଠକଙ୍କୁ ନେଇଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ସହିତ ରାଜଧାନୀ କଟକର ବାରବାଟୀରୁ ତଦାନୀନ୍ତନ ଗମନାଗମନ ରାସ୍ତାର ଗଡ଼ଗୁଡିକରେ ରାତ୍ରିଯାପନ କରି ଗଜପତି ଜୀବନର ସମସ୍ତ ସାଫଲ୍ୟ କାହାଣୀ ଅବଗତ କରାଇ ପୁଣ୍ୟତୋୟା କୃଷ୍ଣାନଦୀ ତଟ ବିଜୟବାହୁଡା ଓଡ଼ିଆ ଗଡ଼କୁ । ଦିନେ ଯେ ସିଂହାସନରୁ ଅବତରଣ କରି ଗଜପତି ଛଅଜଣ ମହାପାତ୍ରଙ୍କ ସହିତ ବିଜୟବାହୁଡ଼ା ଗସ୍ତକରିବେ ଏବଂ ଅନ୍ତିମ ଶଯ୍ୟାରେ ନିଜର ସମସ୍ତ ଅଳଙ୍କାର ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିବେ ଏହା ବିଧିର ବିଧାନ ଥିଲା । ଏହା ସହିତ ଅନ୍ତର୍ନିହିତ ଥିଲା ଗଜପତି ପରିବାର ପାଇଁ ଦାୟାଦ ଚୟନରେ ଜଗନ୍ନାଥଙ୍କର ସ୍ୱପ୍ନାଦେଶର ଫଳାଫଳ । ପଞ୍ଚଦଶ ଶତାବ୍ଦୀ ମଧ୍ୟଭାଗର ଓଡ଼ିଶା ରାଜ୍ୟଧାରଣ କରିଥିଲା ଦିଗବିଜୟରେ ମଣ୍ଡିତ ବିଶାଳ ସମ୍ରାଜ୍ୟ, ଧନଧାନ୍ୟରେ ପରିପୂର୍ଣ୍ଣ ରାଜ୍ୟର ରାଜକୋଷ, ସୁନ୍ଦର ସ୍ୱର୍ଣ୍ଣାଳଙ୍କାର-ଶୋଭିତ ଶ୍ରୀମନ୍ଦିରର ତ୍ରିମୂର୍ତ୍ତି ଏବଂ ପଡ଼ୋଶୀଙ୍କୁ ଆକର୍ଷଣ କଲାପରି ଆଦର୍ଶ ଓଡ଼ିଆ ଜୀବନ । ନିଜ କଳେବରରୁ ବ୍ୟାପ୍ତ ଅସୁମାରି ଗଡ଼ଗୁଡିକର ସୁପରିଚାଳନା, ସାମରିକ ଗତିବିଧି ଗଜପତିଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଥିଲା । ଓଡ଼ିଶାର ସୁବର୍ଣ୍ଣଯୁଗ ଆସିଥିଲା ଗଜପତି କପିଳେନ୍ଦ୍ରଦେବଙ୍କ ଦିଗବିଜୟ କାଳରେ (୧୪୩୫-୧୪୬୬ ମସିହା) ଯେତେବେଳେ ରାଜ୍ୟର ସୀମା ଉତ୍ତରରେ ଗଙ୍ଗାନଦୀରୁ ଦକ୍ଷିଣରେ କନ୍ୟାକୁମାରୀ ସ୍ପର୍ଶ କରିଥିଲା । ସମଗ୍ର ଭାରତ ଯବନ ଆକ୍ରମଣରେ ଅତିଷ୍ଠ ହେବାବେଳେ ସେହି ଗଜପତି ପଞ୍ଚଦଶ ଶତାବ୍ଦୀର ସର୍ବଶକ୍ତିମାନ ହିନ୍ଦୁ ସମ୍ରାଟ ଥିଲେ । ଓଡ଼ିଆ ପାଇକମାନଙ୍କର ଗଜପତି ବାହିନୀ ରାଜ୍ୟର ପ୍ରତିଦିଗକୁ ଦିଗ୍]ବିଜୟ ଅପ୍ରତିହତ ରହିଥିବାବେଳେ, ରାଜ୍ୟର ଅଭ୍ୟନ୍ତରରେ ସମନ୍ୱିତ ହୋଇ ଗଢ଼ି ଉଠିଥିଲା ଓଡ଼ିଶା ରାଷ୍ଟ୍ର, ତେଜି ଉଠିଥିଲା ଓଡ଼ିଆ ଭାଷା ଆଉ ଆଧ୍ୟାତ୍ମିକ ଭାବରେ ଶ୍ରୀଜଗନ୍ନାଥ ପ୍ରକଟିତ ହୋଇଥିଲେ ଓଡ଼ିଶାର ରାଷ୍ଟ୍ରଦେବତା ଭାବରେ ।
600 ## - SUBJECT ADDED ENTRY--PERSONAL NAME
Personal name Kapilendradeva, Gajapati, King of Orissa,
Dates associated with a name -1467
650 ## - SUBJECT ADDED ENTRY--TOPICAL TERM
Topical term or geographic name as entry element Jagannatha (Hindu deity)
General subdivision Cult
Geographic subdivision India
-- Orissa
650 ## - SUBJECT ADDED ENTRY--TOPICAL TERM
Geographic subdivision Orissa
Chronological subdivision Religious life and customs
651 ## - SUBJECT ADDED ENTRY--GEOGRAPHIC NAME
Geographic name Orissa
General subdivision History
Chronological subdivision 15th century
651 ## - SUBJECT ADDED ENTRY--GEOGRAPHIC NAME
Geographic name Jagannath Temple (Puri, India)
856 ## - ELECTRONIC LOCATION AND ACCESS
Materials specified Reviews
Uniform Resource Identifier <a href="https://www.goodreads.com/book/show/125376254-digbijayee-gajapati#CommunityReviews">https://www.goodreads.com/book/show/125376254-digbijayee-gajapati#CommunityReviews</a>
942 ## - ADDED ENTRY ELEMENTS (KOHA)
Koha item type Odia Collection
Source of classification or shelving scheme Universal Decimal Classification
Holdings
Withdrawn status Lost status Source of classification or shelving scheme Damaged status Not for loan Home library Current library Shelving location Date acquired Source of acquisition Cost, normal purchase price Total Checkouts Total Renewals Full call number Barcode Checked out Date last seen Date checked out Cost, replacement price Price effective from Koha item type
    Universal Decimal Classification     NISER LIBRARY NISER LIBRARY 1st Floor - Odia Collection 17/11/2025 21 212.50 1 2 82-94 JEN-D 26101 20/03/2026 04/02/2026 04/02/2026 250.00 17/11/2025 Odia Collection