opac header image

ଚିତ୍ତରଞ୍ଜନ ଦାସଙ୍କ ଶ୍ରେଷ୍ଠ ପ୍ରବନ୍ଧ (Record no. 36377)

MARC details
000 -LEADER
fixed length control field 04643 a2200253 4500
003 - CONTROL NUMBER IDENTIFIER
control field NISER
005 - DATE AND TIME OF LATEST TRANSACTION
control field 20251120153720.0
008 - FIXED-LENGTH DATA ELEMENTS--GENERAL INFORMATION
fixed length control field 251029b |||||||| |||| 00| 0 hin d
020 ## - INTERNATIONAL STANDARD BOOK NUMBER
International Standard Book Number 9788123780887
Qualifying information paperback
040 ## - CATALOGING SOURCE
Original cataloging agency NISER LIBRARY
Language of cataloging eng
Transcribing agency NISER LIBRARY
082 ## - DEWEY DECIMAL CLASSIFICATION NUMBER
Classification number 82(081)
Item number MIS-C
100 ## - MAIN ENTRY--PERSONAL NAME
Personal name ମିଶ୍ର, ବ୍ରିଜମୋହନ
245 ## - TITLE STATEMENT
Title ଚିତ୍ତରଞ୍ଜନ ଦାସଙ୍କ ଶ୍ରେଷ୍ଠ ପ୍ରବନ୍ଧ
260 ## - PUBLICATION, DISTRIBUTION, ETC. (IMPRINT)
Place of publication, distribution, etc. ନେବ ଦେଲ୍ହୀ :
Name of publisher, distributor, etc. ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ, ଇଣ୍ଡିଆ,
Date of publication, distribution, etc. 2017.
300 ## - PHYSICAL DESCRIPTION
Extent 361 pages
520 ## - SUMMARY, ETC.
Summary, etc. ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ଗଦ୍ୟସାହିତ୍ୟକୁ ନୂତନ ଭାଷା ଓ ଚିନ୍ତାଚେତନାର ସାନ୍ନିଧ୍ଯ ଦେବାରେ ଚିତ୍ତରଞ୍ଜନ ଦାସ (୧୯୨୩-୨୦୧୧)ଙ୍କ ଭୂମିକା ଅସାମାନ୍ୟ । ପରିବର୍ତ୍ତନଶୀଳ ସମୟର ପୃଷ୍ଠଭୂମିରେ ଯାବତୀୟ ପ୍ରଥା-ପରମ୍ପରା ଓ ସାମାଜିକ-ରାଜନୀତି କ ବିଧୁବ୍ୟବସ୍ଥାକୁ ପ୍ରଶ୍ନ କରିବା ସହିତ ଏକ ସାଂସ୍କୃତିକ ପଟ୍ଟଭୂମିରେ ମଣିଷକୁ ବିଚାର କରିବା ଓ ବିପ୍ଳବୀ ଆତ୍ମାଟିଏ ପରି ମୁକ୍ତ ଭାବରେ ମତପ୍ରକାଶ କରିବା ତାଙ୍କର ବୈଶିଷ୍ଟ୍ୟ । ଶିକ୍ଷା, ସଂସ୍କୃତି, ଧର୍ମ, ଦର୍ଶନ, ସାହିତ୍ୟ, ରାଜନୀତି, ସମାଜତତ୍ତ୍ଵ, ମନସ୍ତତ୍ତ୍ୱ ଓ ନୃତତ୍ତ୍ୱ ଆଦି ସକଳ ବିଦ୍ୟା କ୍ଷେତ୍ରରେ ସେ ନିଜର ସ୍ଵତନ୍ତ୍ର ବିଚାର ବାଢ଼ିଛନ୍ତି ଓ ଏହାର ପ୍ରୟୋଗାତ୍ମକତା ଉପରେ ଗୁରୁତ୍ୱ ଦେଇଛନ୍ତି । ସବୁଠି ତାଙ୍କର ଅନୁକରଣୀୟ ମନୀଷାର ମାଧୁର୍ଯ୍ୟ, ଅସାଧାରଣ ମିତ୍ରତାର ମନ୍ତ୍ର, ଅକାଟ୍ୟ ଯୁକ୍ତି, ତୀକ୍ଷ୍ଣ କଟାକ୍ଷ, ସତ୍ୟାନୁସନ୍ଧାନର ସ୍ପୃହା, ଉତ୍ତୀର୍ଣ୍ଣ ଚେତନା ଓ ଆତ୍ମିକ ଆଳାପର ସ୍ୱତଃସ୍ଫୁର୍ଭ ସ୍ୱାକ୍ଷର ସ୍ପଷ୍ଟ । ବିଶ୍ୱଭାରତୀ ଓ କୋପେନହେଗେନ ବିଶ୍ଵବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ ଶ୍ରୀ ଦାସ ଚମ୍ପରିମୁଣ୍ଡାରେ ‘ଜୀବନ ବିଦ୍ୟାଳୟ’ର ସ୍ଥାପନା ଠାରୁ ଆଗ୍ରା ନିକଟସ୍ଥ ‘ରୁରାଲ ହାଏର ଇନ୍‌ଷ୍ଟିଚ୍ୟୁଟ’ ଓ ‘ସୋନେନବର୍ଗ ଇଣ୍ଟରନ୍ୟାସନାଲ ସେଣ୍ଟର’ରେ ଅତିଥୁ ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି । ଗାନ୍ଧୀ, ରବୀନ୍ଦ୍ରନାଥ ଓ ଶ୍ରୀଅରବିନ୍ଦଙ୍କ ଦର୍ଶନର ଅନୁଗାମୀ ସେ – ବଡ଼ ଅଦ୍ଭୁତ ଭାବରେ ବହୁପାଠୀ, ବହୁଭାଷୀ ଓ ବହୁସ୍ରାବୀ ; ପ୍ରବନ୍ଧ, ସମାଲୋଚନା, ଜୀବନୀ, ଆତ୍ମଜୀବନୀ, ଦିନଲିପି, ଭ୍ରମଣବୃତ୍ତାନ୍ତ, ଅନୁବାଦ ଏମିତି ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ଵ ପୁସ୍ତକର ସ୍ରଷ୍ଟା । ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସମେତ ‘ସାରଳା’, ‘ବିଷୁବ’ ଓ ‘ସାହିତ୍ୟ- ଭାରତୀ’ ଆଦି ବହୁ ମର୍ଯ୍ୟାଦାଜନକ ପୁରସ୍କାରରେ ସେ ସମ୍ମାନିତ । ତାଙ୍କର ଅଜସ୍ର ପ୍ରବନ୍ଧ ମଧ୍ଯରୁ ନିର୍ବାଚିତ ଏକୋଇଶଟି ପ୍ରବନ୍ଧ ଏଠାରେ ସଂକଳିତ ।
600 ## - SUBJECT ADDED ENTRY--PERSONAL NAME
Personal name Chittaranjan Dasanka
650 ## - SUBJECT ADDED ENTRY--TOPICAL TERM
Topical term or geographic name as entry element Stories
650 ## - SUBJECT ADDED ENTRY--TOPICAL TERM
Topical term or geographic name as entry element Collection of literature
856 ## - ELECTRONIC LOCATION AND ACCESS
Materials specified Reviews
Uniform Resource Identifier <a href="https://www.goodreads.com/book/show/98589411-chittaranjan-dasanka-shrestha-prabandha#CommunityReviews">https://www.goodreads.com/book/show/98589411-chittaranjan-dasanka-shrestha-prabandha#CommunityReviews</a>
942 ## - ADDED ENTRY ELEMENTS (KOHA)
Koha item type Odia Collection
Source of classification or shelving scheme Universal Decimal Classification
Holdings
Withdrawn status Lost status Source of classification or shelving scheme Damaged status Not for loan Home library Current library Shelving location Date acquired Source of acquisition Cost, normal purchase price Total Checkouts Full call number Barcode Date last seen Cost, replacement price Price effective from Koha item type
    Universal Decimal Classification     NISER LIBRARY NISER LIBRARY 1st Floor - Odia Collection 17/11/2025 21 335.75   82(081) MIS-C 26072 24/11/2025 395.00 18/11/2025 Odia Collection