opac header image

ସତ୍ୟଭାମା (ପୌରାଣିକ ଉପନ୍ୟାସ)

ଲକ୍ଷ୍ମୀପ୍ରସାଦ, ୟାର୍ଲଗଡ଼

ସତ୍ୟଭାମା (ପୌରାଣିକ ଉପନ୍ୟାସ) - Bhubaneswar : Black Eagle Books, 2022. - 187 pages

'ସତ୍ୟଭାମା' ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଅଷ୍ଟମ ପାଟରାଣୀ । ପୁରାଣ ବର୍ଣ୍ଣିତ ସତ୍ୟଭାମାଙ୍କ ଜୀବନୀକୁ ନେଇ ଉପନ୍ୟାସଟିକୁ ପ୍ରସ୍ତୁତ କରିଛନ୍ତି ପ୍ରଫେସର ଲକ୍ଷ୍ମୀ ପ୍ରସାଦ । ସତ୍ୟଭାମା ଥିଲେ ଜଣେ ବୀରା ନାରୀ । ତାଙ୍କର ପରାକ୍ରମ ଏବଂ ଶ୍ରୀକୃଷ୍ଣଙ୍କ ସହିତ ପ୍ରେମ, ପ୍ରଣୟ ଏହି ଉପନ୍ୟାସର ବିଷୟବସ୍ତୁ ।

9781645602521


Novel--Mythology
Mythological literature

82:7.046.1 / PRA-S